ଗାଡ଼ି ସାଇଡ୍ ଦେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ଯରେ ବଚସା, ଭୁଜାଲି ମାଡ଼ରେ ଜଣେ ଗୁରୁତର ଆହତ
ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଦେଉଳବନ୍ଧ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ମୋଡ଼ିପଡ଼ା ଅଞ୍ଚଳର ବିହାରୀପଡା ଓ ଭଙ୍ଗାମୁଣ୍ଡା ଅଞ୍ଚଳର ଯୁବକ ମାନଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଛି । ଫଳରେ ଜଣେ ଯୁବକ ଗୁରୁତର ଆହତ…