Below header
Browsing Tag

gst charges

୧ ଜାନୁଆରୀରୁ ଅନଲାଇନ ଫୁଡ଼ ଅର୍ଡର ଉପରେ ଦେବେ ଏକ୍ସଟ୍ରା ଚାର୍ଜ, ବଢ଼ିବ ଏତିକି ଟଙ୍କା

ଯଦି ଆପଣ ଘରେ ବସି ଅନଲାଇନ ମାଧ୍ୟମରେ ଖାଦ୍ୟ ଅର୍ଡର କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଆଗକୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ଖୁବ ମହଙ୍ଗା। ଆସନ୍ତା ନୂଆବର୍ଷରୁ ଏହିନିୟମ ଲାଗୁ ହେବାକୁ ଯାଉଛି। ଯାହାର ଭାରି ପ୍ରଭାବ ସିଧା ଅନଲାଇନ ସପିଂ ପ୍ରେମୀଙ୍କ ପକେଟରେ ପଡ଼ିବ। ଜାଣିବା…

ମାଗଣା ମିଳୁଥିବା ବ୍ୟାଙ୍କିଂ ସେବା ଉପରେ ଲାଗିଲା ଜିଏସଟିର ମାଡ଼, ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିପାରେ ଅସୁବିଧା

ନୂଆଦିଲ୍ଲୀ : ବ୍ୟାଙ୍କ ସେବାରେ ପୁଣି ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଖାତାଧାରକଙ୍କୁ ମାଗଣାରେ ମିଳୁଥିବା ଅନେକ ବ୍ୟାଙ୍କିଂ ସେବା ଉପରେ ସରକାରଙ୍କର ବସ୍ତୁ ଏବଂ ସେବା କର (ଜିଏସଟି)କୁ ସାମିଲ କରାଯିବା ନେଇ ସୂଚନା ମିଳିଛି। ଅର୍ଥାତ୍ ଏବେ ବ୍ୟାଙ୍କରେ ମଧ୍ୟ ଜିଏସଟିର ପ୍ରଭାବ…