Below header
Browsing Tag

GST council meeting today

ଆଜି ଜିଏସଟି ପରିଷଦ ବୈଠକ : କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ଦାବିକୁ ଦୋହରାଇବ ଓଡ଼ିଶା

ନୂଆଦିଲ୍ଲୀ : ଆଜି ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଦିନ ୧୧ଟାରେ ବୈଠକ ବସିବ ।ଯେଉଁଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏଥିରେ ଅନଲାଇନ ଗେମିଂ ଉପରେ…

ଆଜି ଜିଏସ୍‌ଟି ପରିଷଦ ବୈଠକ: ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ବସୁଛି ଜିଏସ୍‌ଟି ପରିଷଦ ବୈଠକ । ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଲଗାତର ତୃତୀୟ ଥର ପାଇଁ ଏହି ପ୍ରସଙ୍ଗରେ ବୈଠକ ହେବାକୁ ଯାଉଛି । ଗତ ବୈଠକରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସେସ୍‌ ଆକାରରେ ହଜାରେ କୋଟି ଟଙ୍କା କ୍ଷତିପୂରଣ…