Browsing Tag

Guangzhou Automobile Corporation

କେବଳ ୧୦ ମିନିଟରେ ଚାର୍ଜ ହୋଇଯିବ Electric Car, ହଜାରେ କିମି ପର୍ଯ୍ଯନ୍ତ ମିଳିବ ରେଞ୍ଜ

ଆସନ୍ତା ସମୟ ହେବ ଇଲେକ୍ଟ୍ରିକ୍‌ କାର୍‌ର ଯୁଗ । କିନ୍ତୁ ଭାରତରେ ଏହାକୁ ନେଇ ଏବେ ବି ଇନଫ୍ରାଷ୍ଟ୍ରକ୍ଚର ସ୍ତରରେ ବହୁତ କାମ କରିବା ବାକି ରହିଛି । ଇଲେକ୍ଟ୍ରିକ୍‌ କାର୍ ଗୁଡ଼ିକରେ ଚାର୍ଜିଂ ଏକ ବହୁତ ବଡ ସମସ୍ଯା ହୋଇ ରହିଛି । ଚାର୍ଜିଂରେ ୬-୮ ଘଣ୍ଟା ବା ପୂରା ରାତି ସମୟ ବି ଲାଗିଥାଏ ।…