Below header
Browsing Tag

guinness record

ମୁହଁରେ ଭର୍ତ୍ତି ହୋଇଛି ଚୁଟି, ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ପୂରା ପରିବାର

ଅନେକ ଲୋକଙ୍କ ମୁହଁରେ ଚୁଟି ଉଠେ । ଏହି ଚୁଟିକୁ ହଟାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟକୁ ଆପଣାନ୍ତି । କାରଣ ଏହା ତାଙ୍କ ସୁନ୍ଦରତାକୁ ଖରାପ କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ମୁହଁରେ ଉଠିଥିବା ଚୁଟି ପାଇଁ ଗିନିଜ୍‌…

ସବୁଠାରୁ ଲମ୍ବା ଦୋସା ପ୍ରସ୍ତୁତ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ

ଭାରତରେ ଦୋସାର ଚାହିଦା ଭିନ୍ନ । ଏହା ଏମିତି ଏକ ଖାଦ୍ୟ ଯାହା ବିଶ୍ୱର ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାଏ । ଦୋସା ଦେଖିବା ପରେ ଲୋକଙ୍କ ପାଟିରୁ ଲାଳ ଆସିଯାଏ । ଏହି ଦୋସା ସମସ୍ତଙ୍କ ପାଇଁ ହେଲଦି ଏବଂ ସ୍ୱାଦିଷ୍ଟ ଥାଏ । ତେବେ ଦକ୍ଷିଣ ଭାରତର ଲୋକପ୍ରିୟ ଥିବା ଏହି ଖାଦ୍ୟ ଏବେ ଭାରତର କୋଣ…

୭୮୦୧ ହୀରାରେ ମୁଦି ତିଆରି କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ କଲେ ଭାରତର ଏହି ବଣିଆ, ଦେଖନ୍ତୁ କେତେ ସୁନ୍ଦର ଦିଶୁଛି…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଜୀବନରେ କିଛି ନୂଆ କରି ଦେଖାବାକୁ ସବୁବେଳେ ଲାଗିପଡ଼ିଥାନ୍ତି। ଆଜି ଆମେ ଆପଣଙ୍କୁ ସେଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାର କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ହୀରା ମୁଦି ତିଆରି କରି ଏହି କାରନାମା କରିଛନ୍ତି ଜଣେ ବଣିଆ।…

ପାଣି ଭିତରେ ସବୁଠୁ ଅଧିକ ପଜଲ ସମାଧାନ କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ କଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ଯେକୌଣସି ବଡ଼ରୁ ବଡ଼ କାମକୁ ମଧ୍ୟ ଚୁଟ୍‌କିରେ କରିଦେଇପାରେ। ଅଦମ୍ୟ ଇଚ୍ଛା ଓ ଦୃଢ଼ ମନୋବଳ ସବୁ ସଫଳତାକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯାହାର ହଜାର ହଜାର ନମୁନା ଆମେ ପୂର୍ବରୁ ଦେଖିଆସିଛେ। ତେବେ ଏବେ ପୁଣିଥରେ ସେଭଳି ଏକ ଅସାଧାରଣ କାମ…