କଟକରୁ ପୁଣି ୪ ବନ୍ଧୁକ ବେପାରୀ ଗିରଫ, ଅଭିଯୁକ୍ତଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା: ସିପି
କଟକ(କେନ୍ଯୁଜ୍): କଟକରୁ ପୁଣି ବନ୍ଧୁକ ବେପାରୀ ଗିରଫ। ଚାଉଳିଆଗଞ୍ଜ ଅଞ୍ଚଳରୁ ୪ ବେପାରୀଙ୍କୁ ଗିରଫ କଲା ପୋଲିସ। ଅଭିଯୁକ୍ତଙ୍କଠୁ ୫ଟି ବନ୍ଧୁକ, ୧୨ ରାଉଣ୍ଡ ଗୁଳି , ୫ଟି ମୋବାଇଲ୍, ଓ ୨ଟି ବାଇକ୍ ଜବତ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ୩ଜଣ ଜଗତସିଂହପୁର ଜିଲ୍ଲାର।
ଅଭିଯୁକ୍ତଙ୍କ ନାଁରେ…