Browsing Tag

gun selling

ରାଜଧାନୀରେ ବନ୍ଧୁକ ବିକ୍ରି ବେଳେ ଧରାପଡିଲେ ୩ ଅଭିଯୁକ୍ତ, ୪୫ ହଜାର ଟଙ୍କାରେ ହୋଇଥିଲା ଡିଲ୍

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ । କେତେବେଳେ ଡ୍ରଗ୍ସ ତ କେତେବେଳେ ଲୁଟ୍, ଏମିତି ପ୍ରତିଦିନ ଚାଲିଛି ଅପରାଧିଙ୍କ ରାଜୁତି। ପୁଣି ଆଉ ଏକ ଅପରାଧ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ବରରେ ଗନ୍‌ ଡିଲ୍‌। ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ହୋଇଥିଲା ଚୁକ୍ତି‌। ଯେଉଁ…