Below header
Browsing Tag

GUNDARAJ OF SARPANCH

‘ସରପଞ୍ଚ ଖାଲି ମାରୁ ନାହାନ୍ତି, ଗାଁରୁ ବାସନ୍ଦ ବି କରୁଛନ୍ତି’

ବ୍ରହ୍ମପୁର (କେ ନ୍ୟୁଜ୍‌ ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ବେଗୁନିଆପଡ଼ାର ତେନ୍ତୁଳିଆପାଲୀ ଅଞ୍ଚଳରେ ସରପଞ୍ଚଙ୍କ ରାଜ୍‌ ଖବର କେ ନ୍ୟୁଜ୍‌ରେ ପ୍ରସାରିତ ହେବା ପରେ ଏବେ ତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଙ୍କ ବିରୋଧରେ ପାଟି ଫିଟାଇବାକୁ କୁଆଡ଼େ ଲୋକେ ଡରନ୍ତି ।…