Below header
Browsing Tag

Gurmeet Chaudhary

ଗୁରମିତ୍‌ ଚୌଧୁରୀ ସେୟାର କଲେ ନିଜ କୁନି ରାଜକୁମାରୀର ପ୍ରଥମ ଭିଡିଓ…ଆଶୀର୍ବାଦ କଲେ ଲୋକେ

ଟିଭି ଅଭିନେତା ଗୁରମିତ୍‌ ଚୌଧୁରୀ ଓ ଦେବିନା ବାନାର୍ଜୀ ନିକଟରେ ବାପା, ମାଆ ହୋଇଛନ୍ତି। ଦେବିନା ୩ ଏପ୍ରିଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଗୁରମିତ୍‌ ସୋସିଆଲ ମିଡିଆରେ କୁନି ଝିଅର ପ୍ରଥମ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି। ଯଦିଓ ଏଥିରେ ସେ ଝିଅର ଚେହେରା ଦେଖାଇ ନାହାନ୍ତି,…

ନିଆରା ଅନ୍ଦାଜ୍‌ରେ କୁନି ଝିଅର ଗୃହ ପ୍ରବେଶ କଲେ ଗୁରମିତ-ଦେବିନା, କେକ୍‌ କାଟି କଲେ ସେଲିବ୍ରେସନ୍‌

ଟିଭିର ରାମ-ସୀତା ଅର୍ଥାତ୍‌ ଇଣ୍ଡଷ୍ଟ୍ରୀର ପାଓ୍ଵାର କପଲ ଦେବିନା ବାନାର୍ଜୀ ଓ ଗୁରମିତ ଚୌଧୁରୀଙ୍କ ଘରକୁ ଏପ୍ରିଲ ୩ ତାରିଖରେ ଆସିଛି କୁନି ପରୀ। ନବରାତ୍ରି ସମୟରେ ଦେବିନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ପିତା ମାତା ବନିଥିବାରୁ ଏହି ଦମ୍ପତି ବେଶ୍‌ ଖୁସି…

ରିଲ ଲାଇଫ ରାମ ରିଅଲ ଲାଇଫରେ ଲୋକଙ୍କ ପାଇଁ ହେଲେ ସାହାରା, ଗୁରମିତ ଖୋଲିଲେ ହଜାରେ ବେଡ ଥିବା କୋଭିଡ ହସପିଟାଲ

ଭାରତରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏମିତିରେ କରୋନା ସଂକ୍ରମିତ ରୋଗୀଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଏବଂ ଟିଭି ଷ୍ଟାରମାନେ ଆଗକୁ ଆସୁଛନ୍ତି । କେହି ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ତ ଆଉ କେହି ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରୁଛନ୍ତି । ଏମିତି ସମୟରେ…