Browsing Tag

habishyali

ପୁଣି ଖାକିରେ ଲାଗିଲା ଦାଗ, ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ

ପୁରୀ (କେନ୍ୟୁଜ): ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ। ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ। ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର…

ପୁରୀ: ଦୁଇଦିନ ପରେ ଆରମ୍ଭ ହେବ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ,ଜିଲ୍ଲାପାଳ କଲେ ଅନ୍ତିମ ପ୍ରସ୍ତୁତି ବୈଠକ

ପୁରୀ(କେନ୍ୟୁଜ୍):ଦୁଇଦିନ ପରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଇଦାମୋଦର ପୂଜା ଓ ହବିଷ୍ୟାଳି ବ୍ରତ। ଏହାପୂର୍ବରୁ ହବିଷ୍ୟାଳିଙ୍କ ରହିବା ରହିବା, ମହାପ୍ରସାଦ ସେବନ, ଶ୍ରୀଜିଉଙ୍କୁ ଦର୍ଶନ, ପ୍ରବଚନ ଓ…

ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ: ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି ପାଇଁ ଜିଲ୍ଲାପାଳଙ୍କ  ବୈଠକ

ପୁରୀ(କେନ୍ୟୁଜ୍): ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୨ହଜାର ୯୧୯ ଜଣ ହବିଷ୍ୟାଳି। ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ…

ପୁରୀ ନଆସି ଘରେ କାର୍ତ୍ତିକ ବ୍ରତ କରିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କଲା ଜିଲ୍ଲା ପ୍ରଶାସନ, ଅସ୍ଥାୟୀ ଶିବିର ଖୋଲା…

କେନ୍ୟୁଜ୍(ବ୍ୟୁରୋ):  ଏବର୍ଷ କାର୍ତ୍ତିକରେ ହବିଷିଆଳିଙ୍କୁ ପୁରୀ ମନା । କରୋନା ସଂକ୍ରମଣ ଯୋଗୁ ଶ୍ରୀକ୍ଷେତ୍ର ଆସିବା ପାଇଁ ବାରଣ କରାଯାଇଛି । ପବିତ୍ର କାର୍ତ୍ତିକ ମାସରେ ପୁରୀ ନଆସିବା ପାଇଁ ହବିଷିଆଳିଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଏଥିସହ ହବିଷିଆଳିଙ୍କ ମାଗଣାରେ ରହଣୀ ପାଇଁ…