Below header
Browsing Tag

haider arrested

୭ ଦିନିଆ ରିମାଣ୍ଡରେ ଗଲା ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍‌

କଟକ(କେ.ନ୍ୟୁଜ୍‌): ରିମାଣ୍ଡରେ ଗଲା ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍‌ ଓରଫ୍‌ ସଲ୍ଲ ଖାନ୍‌। ଆଜିଠୁ ୟାକୁବ୍‌କୁ ୭ ଦିନିଆ ରିମାଣ୍ଡରେ ନେଲା ମଙ୍ଗଳାବାଗ୍‌ ଥାନା ପୋଲିସ। କଟକ ସିଟି JMFC ଙ୍କ ଅନୁମତି ପରେ ତାକୁ ରିମାଣ୍ଡରେ ପଠାଯାଇଛି। ଏହି ସମୟ ମଧ୍ୟରେ ୟାକୁବ୍‌ଠାରୁ ବହୁ ଜରୁରୀ ତଥ୍ୟ…

ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର, ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ସମ୍ପର୍କରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟର ହାଇଦର । SCB ମେଡିକାଲରୁ ଗ୍ୟାଙ୍ଗଷ୍ଟର୍‌ ହାଇଦର ଫେରାର ଘଟଣାରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରୁଛନ୍ତି…