Below header

୭ ଦିନିଆ ରିମାଣ୍ଡରେ ଗଲା ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍‌

କଟକ(କେ.ନ୍ୟୁଜ୍‌): ରିମାଣ୍ଡରେ ଗଲା ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍‌ ଓରଫ୍‌ ସଲ୍ଲ ଖାନ୍‌। ଆଜିଠୁ ୟାକୁବ୍‌କୁ ୭ ଦିନିଆ ରିମାଣ୍ଡରେ ନେଲା ମଙ୍ଗଳାବାଗ୍‌ ଥାନା ପୋଲିସ। କଟକ ସିଟି JMFC ଙ୍କ ଅନୁମତି ପରେ ତାକୁ ରିମାଣ୍ଡରେ ପଠାଯାଇଛି। ଏହି ସମୟ ମଧ୍ୟରେ ୟାକୁବ୍‌ଠାରୁ ବହୁ ଜରୁରୀ ତଥ୍ୟ ମିଳିପାରିବ ବୋଲି ଆଶା କରୁଛି ପୋଲିସ। ସୂଚନାଯୋଗ୍ୟ ଯେ ଗତକାଲି କଟକର ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା ୟାକୁବ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.