Browsing Tag

Haiti

ବ୍ୟସ୍ତବହୁଳ ରାସ୍ତା ଉପରେ ଆକାଶରୁ ଖସିଲା ବିମାନ; ପାଇଲଟ୍‌ଙ୍କ ସମେତ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଲା

ହୈତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ବୁଧବାର ଏକ ବିମାନ ଦୁର୍ଘଟଣା ଘଟି ପାଇଲଟ୍‌ଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ବିମାନ ପୋର୍ଟ-ଅ-ପ୍ରିନ୍ସ ଏୟାରପୋର୍ଟରୁ ଦ୍ୱିପ୍ରହର ୩ଟା ୪୪ ମିନିଟ୍‌ରେ ଉଡ଼ାଣ ଭରିଥିଲା। ଜ୍ୟାକ୍‌ମେଲ ସହରର ବ୍ୟସ୍ତବହୁଳ ରାସ୍ତା ଉପରେ ବିମାନ ET (1944 GMT)ର ଇଞ୍ଜନ…

ହୈତିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୨, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କ୍ୟାରିବିୟାନ୍‌ ଦେଶ ହୈତିରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିପରି ପାଖାପାଖି ୨୦୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ରହିଛି ୭.୨। ଆମେରିକୀୟ ଜିଓଲୋଜିକାଲ୍‌ ସର୍ଭେ ଅନୁସାରେ,…