Browsing Tag

hajj visit

ଏଥର ହଜରେ ପିଲାଙ୍କ ଏଣ୍ଟ୍ରି ବ୍ୟାନ୍, ୧୪ ଦେଶ ପାଇଁ ବଦଳିଲା ଭିସା ନିୟମ

ସାଉଦି ଆରବ ଏଥର ହଜକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ସାଉଦି ଆରବର ନୂଆ ନିଷ୍ପତ୍ତି ମୁତାବକ, ଏବେ ହଜରେ ପିଲାମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ପ୍ରତିବର୍ଷ ହଜ୍ ସମୟରେ ବୃଦ୍ଧି ପାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାଉଦି ଆରବର ହଜ୍ ଏବଂ ଉମରା…

ଭୀଷଣ ଗରମରେ ଅନେକ ବାଟ ଚାଲିଥିଲେ ତୀର୍ଥଯାତ୍ରୀ…୧୩୦୦ ଅତିକ୍ରମ କଲା ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ସାଉଦି ଆରବରେ ଭୀଷଣ ଗରମ ମଧ୍ୟରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କରିଛି । ଆରବ ସରକାର କହିଛନ୍ତି ଯେ ଅତ୍ୟଧିକ ଗରମ ହେତୁ ତୀର୍ଥଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କେତେକଙ୍କର ଚିକିତ୍ସା ଚାଲିଛି । ଦୁଃଖର କଥା ଯେ ଚଳିତ ବର୍ଷ ହଜ୍‌ ଯାତ୍ରାରେ ପ୍ରାଣ…

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌ ଯୋଗୁ ମୃତ୍ୟୁବରଣ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧,୦୦୦ ଟପିଯାଇଛି । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅଣପଞ୍ଜୀକୃତ ଯାତ୍ରୀ, ଯେଉଁମାନେ କି, ସାଉଦି ଆରବରେ ଅତ୍ୟଧିକ…

ମକ୍କାରେ ଭୀଷଣ ଗରମ : ୬୮ରୁ ଅଧିକ ଭାରତୀୟ ହଜଯାତ୍ରୀଙ୍କ ମୃତ୍ୟୁ, ୬୦୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପ୍ରବଳ ଗରମ ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ହଜଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକରେ ପହଞ୍ଚିଲାଣି । ଏତେ ସଂଖ୍ୟକ ହଜ ଯାତ୍ରୀଙ୍କ ମୃତ୍ୟୁ ଖବର ପରେ ଭାରତରୁ ହଜ ଯାତ୍ରା କରିଥିବା ତୀର୍ଥଯାତ୍ରୀଙ୍କ ପରିବାର ଚିନ୍ତା ବଢିଯାଇଛି ।…

ଅଧା ରହିଗଲା ହଜ୍ ଯାତ୍ରା, ତୀର୍ଥଯାତ୍ରୀ ବସ୍‌ ଜଳି ୨୦ ମୃତ

ସାଉଦି ଆରବରେ ଜଳିଗଲା ହଜଯାତ୍ରୀ ବସ୍‌ । ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଆଉ ବସରେ ଲାଗିଗଲା ନଆଁରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ପବିତ୍ର ସ୍ଥାନ ମକ୍କା ଏବଂ ମଦିନାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ଆଜି ସକାଳୁ ଏଭଳି…

ହଜ୍‌ ୨୦୨୧ : ଏ ବର୍ଷ ୬୦ ହଜାର ବିଦେଶୀ କରିବେ ହଜ୍‌ ଯାତ୍ରା, ସାଉଦି ସରକାର ଦେଲା ଅନୁମତି

ନୂଆଦିଲ୍ଲୀ :  ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ହଜ୍‌ ଯାତ୍ରା ପାଇଁ ସାଉଦ ଆରବ ଅନୁମତି ଦେଇଛି । ଗତ ବର୍ଷ କରୋନା ପାଇଁ ଏହି ଯାତ୍ରା ବନ୍ଦ କରି ଦିଆଯାଇଥିଲା । ତେବେ ଚଳିତ ବର୍ଷ ମାତ୍ର ୬୦ ହଜାର ବିଦେଶୀଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଦେଇଛି ସାଉଦ ଆରବ ସରକାର…

ଚଳିତବର୍ଷ ହଜ୍‌ରେ ଯିବାକୁ ଥିବା ଯାତ୍ରୀଙ୍କର ମଉଳି ଯାଇପାରେ ଆଶା, ସାଉଦି ଆରବରେ ୨୦ ଦେଶର ନାଗରିକଙ୍କୁ ୧୭ ମେ’…

ସାଉଦି ଆରବ ୨୦ ଦେଶର ନାଗରିକଙ୍କୁ ୧୭ ମେ’ ପର୍ଯ୍ୟନ୍ତ ନିଜ ଦେଶକୁ ପ୍ରବେଶ ଦେବା ଉପରେ ବ୍ୟାନ୍‌ ଲଗାଇ ଦେଇଛି। ଏହି ୨୦ ଦେଶରେ ଭାରତ ମଧ୍ୟ ସାମିଲ ଅଛି। ଏଭଳି ସ୍ଥିତିରେ ଚଳିତବର୍ଷ ହଜ୍‌ ଯାତ୍ରା କରିବାକୁ ଥିବା ଭାରତୀୟ ଯାତ୍ରୀଙ୍କୁ ବି ନିରାଶର ସ୍ୱାଦ ଚାଖିବାକୁ ପଡ଼ିପାରେ। ୨୦୨୦ରେ କରୋନା…

ସମ୍ବଲପୁର: ହଜ୍‌ ଯାତ୍ରା ନାଁରେ ବଡ ଠକେଇ, ୭୦ ଲକ୍ଷ ଟଙ୍କା ଠକି ନେଲା ଯୁବକ

ସମ୍ବଲପୁର(କେନ୍ୟଜ୍):  ହଜ ଯାତ୍ରା କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ସମ୍ବଲପୁର ସମେତ ଝାରସୁଗୁଡା, ରାଉରକେଲା ସହରରୁ ପ୍ରାୟ ୭୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ । ସମ୍ବଲପୁର ସହରର ଅବଦୁଲ ରହିମ ନାମକ ଜଣେ ଯୁବକ କିଛି ମାସ ତଳେ ହଜ ଯାତ୍ର କରାଇ ଦେବ ବୋଲି କିଛି…