Browsing Tag

haldhar nag

ଲଙ୍କେଶ୍ବର ବେଶରେ ପଦ୍ମଶ୍ରୀ ହଳଧର ନାଗ, ଲୋକଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ବରଗଡ(କେନ୍ୟୁଜ୍):ବରଗଡ ଜିଲ୍ଲା ସୋହେଳା ବ୍ଲକ ଘେଁସ ଠାରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ଅବସରରେ ଲଙ୍କେଶ୍ବର ବେଶ ପଦ୍ମଶ୍ରୀ ହଳଧର ନାଗ । ଅସତ୍ୟ ଉପରେ ସତ୍ୟର ବିଜୟ । ପାପ ଉପରେ ପୁଣ୍ଯର ବିଜୟର ବାର୍ତ୍ତା ଦେବା ପାଇଁ ବର୍ଷକୁ ଥରେ ଲଙ୍କେଶ୍ବର ରୂପରେ ଲୋକଙ୍କ ପାଖକୁ ପଦ୍ମଶ୍ରୀ ହଳଧର ନାଗ…