Browsing Tag

halls opened

ରାଜ୍ୟରେ ଖୋଲିଲା ସିନେମା ହଲ୍, ସମସ୍ତ ଦର୍ଶକ ମୋବାଇଲରେ ଆରୋଗ୍ୟସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ

ଭୁବନେଶ୍ବର: ରାଜ୍ୟରେ ଖୋଲିଲା ସିନେମା ହଲ । ହଲରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି। କୋଭିଡ୍‌ କଟକଣା ଭିତରେ ସମସ୍ତ ହଲ୍‌ ଖୋଲାଯାଉଛି। ଅଲଗା ସ୍କ୍ରିନରେ ସୋ ଟାଇମରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି । ଭିଡକୁ…