ଗଭୀର ଖାଲ ଉପରେ ଝୁଲି ରହିଛି ଏହି ହୋଟେଲ, ଜୀବନକୁ ବାଜି ଲଗାଇ ଫଟୋ ଉଠେଇବାକୁ ଆସନ୍ତି ଲୋକେ
କିଛି କରିଦେଖାଇବାର ଜୋସ୍ ରଖୁଥିବା ଲୋକମାନେ କୌଣସି କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ଏମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାନ୍ତି। କଲମ୍ବିଆର ଏକ ପର୍ବତାରୋହୀ ଏମିତି ଏକ ଅଦ୍ଭୁତ କାମ କରି ଦେଖାଇଛନ୍ତି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଏକ ଖାଲ ଭିତରେ…