Below header
Browsing Tag

Hanuman Coin

ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ: ମୁଣ୍ଡଜାମିନ କରି ପରିବାରକୁ ମାଗିଥିଲେ ୫ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ନିସ୍ତୁକ ମାଡ଼ । ଗଡ଼େଇତଡ଼େଇ ବେଲଟ୍‌ରେ ପ୍ରହାର । ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ । ରାଜଧାନୀରେ ଏକ ହୋଟେଲରେ ରଖି ନିର୍ଧୂମ ମାଡ଼ ।  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବିବେକାନନ୍ଦ ମହାଳିକ । ହନୁମାନ ପଇସା ବିକିବା ପାଇଁ ଅନେକ ଲୋକଙ୍କଠୁ ଲକ୍ଷ ଲକ୍ଷ…

ଭଦ୍ରକ: ବନ୍ଧାଇ ଦେଲା ହନୁମାନ ପଇସା, ନେଣଦେଣ ବେଳେ ୬ ଜଣକୁ ମାଡ଼ି ବସିଲା ପୋଲିସ

ଚାନ୍ଦବାଲି(କେନ୍ୟୁଜ୍): ରାତାରାତି ବଡ଼ ଲୋକ ହେବାର ନିଶା ମଣିଷକୁ ଅପରାଧ ରାସ୍ତାକୁ  ଯିବାରେ ପ୍ରେରିତ କରୁଛି।  ଯାହା ବତ୍ତର୍ମାନ ସମାଜରେ ଏକ ବଡ଼ ବ୍ୟାଧି ହୋଇଯାଇଛି। ଏମିତି ଅପରାଧିକ ରାସ୍ତାରେ ପାଦଥାପି ଅନେକ ଲୋକ ଜେଲର ଚାରି କାନ୍ଥ ଭିତରେ ଜୀବନ କାଟୁଛନ୍ତି। ତଥାପି ଆଜିବି ଆନେକ ଲୋକ…

ଆଠଗଡ଼ରେ ବଜ୍ରକାପ୍ତା ସହିତ ଚାଲିଛି ହନୁମାନ ଟଙ୍କା କାରବାର, ଅଲୌକିକ ଗୁଣ ଥିବା କହି ଲୋକଙ୍କୁ ଠକୁଛନ୍ତି ସମୃକ୍ତ…

ଆଠଗଡ଼: ଆଠଗଡ଼ରେ ବଜ୍ରକାପ୍ତା ଚାଲାଣକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହା ସହିତ ଅଞ୍ଚଳରେ ଚାଲିଛି ହନୁମାନ ଟଙ୍କା କାରବାର । ଏଥିରେ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ସଂପୃକ୍ତ ଅଛନ୍ତି । ହନୁମାନ ଟଙ୍କାର ବହୁ ଅଲୌକିକ ଗୁଣ ଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଛନ୍ତି । ଆଉ ହନୁମାନ ପଇସା…

୨୦ କୋଟିର ହନୁମାନ ପଇସା ? ର‍୍ୟାକେଟ୍‌ ଠାବ, ୪ ଗିରଫ

କଟକ(କେନ୍ୟୁଜ୍): କଟକରୁ ହନୁମାନ ପଇସା କାରବାର ର‍୍ୟାକେଟ୍‌ ଠାବ । ଏଥିରେ ୪ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ବନମାଳୀପୁରର କୁମାର ପତି, ସାଇ ବିହାରର ପ୍ରଭାସ ଚନ୍ଦ୍ର ବେହେରା, କଟକ ଆଗ୍ରାହଟ୍‌ ବ୍ରାହ୍ମଣ ସାହିର ପ୍ରଫୁଲ ନାୟକ ଓ ଯାଜପୁରର ପିତବାସ ଭଦ୍ରା ।…