Below header
Browsing Tag

happy friendship day

ଆଜି ହେଉଛି ବନ୍ଧୁତ୍ୱ ଦିବସ, ଜାଣନ୍ତୁ କେବେ ଓ କାହିଁକି ଆରମ୍ଭ ହୋଇଥିଲା ଏହି ଦିନ ?

ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ଜାତି, ଧର୍ମ, ବର୍ଣ୍ଣ…