Browsing Tag

haryan news

ରୋହତକ : କୁସ୍ତି ଆଖଡାରେ ଗୁଳିକାଣ୍ଡ, ଦୁଇ କୋଚ ଓ ମହିଳା ଯୋଦ୍ଧାଙ୍କ ସମେତ ୫ ମୃତ

ହରିୟାଣା : ହରିୟାଣାର ରୋହତକରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ କଲେଜ ପାଖରେ ଥିବା କୁସ୍ତି ଆଖଡାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ…