Browsing Tag

hatchback model of honda city

ହୋଣ୍ଡା ସିଟି ଲଞ୍ଚ୍‌ କଲା ନିଜର Hatchback Model , ଜାଣନ୍ତୁ ଏଥିରେ କଣ ରହିଛି ଖାସ୍‌ ଫିଚର୍ସ

ହୋଣ୍ଡା କାର ଭାରତରେ ନିଜର ଲୋକପ୍ରିୟ ସେଡାନ କାର ହୋଣ୍ଡା ସିଟି (Honda City)ର ହ୍ୟାଚବ୍ୟାକ୍‌ ମଡେଲ (Hatchback Model)କୁ ଲଞ୍ଚ୍‌ କରିଛି। ଯଦିଓ ଏହାକୁ ଏବେ ଭାରତରେ ନୁହେଁ ବରଂ ଥାଇଲାଣ୍ଡରେ ଲଞ୍ଚ୍‌ କରାଯାଇଛି। ଆଶା କରାଯାଉଛି ଯେ କମ୍ପାନୀ ବହୁତ ଜଲଦି ଭାରତରେ ମଧ୍ୟ ଏହି କାରକୁ…