Browsing Tag

hc : conversion is not valid for marriage only

ଆଲ୍‌ହାବାଦ୍‌ ହାଇକୋର୍ଟଙ୍କ ଐତିହାସିକ ରାୟ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ବୈଧ ନୁହେଁ

ପ୍ରୟାଗରାଜ : ଧର୍ମ ପରିବର୍ତ୍ତନକୁ ନେଇ ଆଲ୍‌ହାବାଦ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଯାହାଦ୍ୱାରା କୋର୍ଟ ବିପରୀତ ଧର୍ମ ସମ୍ପର୍କିତ ଏକ ପିଟିସନ୍‌କୁ ଖାରଜ କରିଦେଇଛନ୍ତି । କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ କରିବା ବୈଧ ନୁହେଁ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ୍‌…