Browsing Tag

health benefit

ଶକ୍ତି ବଢାଇବା ସହ ଶାରୀରିକ ଥକ୍କାପଣ ଦୂର କରିଥାଏ ଡାଳିମ୍ବ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଆପଣ ଯଦି ନିୟମିତ ଡାଳିମ୍ବ ଖାଉଛନ୍ତି ତେବେ ଆପଣ ଶରୀରକୁ ଅନେକ ରୋଗ ଦାଉରୁ ରକ୍ଷା କରିବାରେ ସମର୍ଥ ହେଉଛନ୍ତି ବୋଲି ଭାବି ନେବାକୁ ପଡିବ । କାରଣ ଡାଳିମ୍ବ ଏମିତି ଏକ ଫଳ ଯାହାର ମଞ୍ଜି ଠାରୁ ଆରମ୍ଭ କରି ଚୋପା ପର୍ଯ୍ୟନ୍ତ ସବୁ କିଛି ଶରୀର ପାଇଁ ରାମବାଣ ସଦୃଶ ହୋଇଥାଏ । ତେବେ ଡାଳିମ୍ବ…

ଅଧା ନିଦ ହୋଇଥାଏ ଅନେକ ରୋଗର କାରଣ, ଜାଣନ୍ତୁ କଣ

ବ୍ୟସ୍ତବହୁଳ ଜୀବନରେ ଚିନ୍ତା ଏବଂ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ମୋବାଇଲର ବ୍ୟବହାର ଦ୍ବାରା ଲୋକଙ୍କ ଶୋଇବା ସମୟ ଧିରେଧିରେ କମ ହେବାରେ ଲାଗିଛି। ଶରୀର ଏକ ମେସିନ ଭଳି ଏଣୁ ଏହାକୁ ସଠିକ୍ ଭାବେ କାର‌୍ୟ୍ୟରତ କରାଇବା ପାଇଁ ଶରୀରକୁ ସଠିକ୍ ପରିମାଣର ନିଦ ଆବଶ୍ୟକ ହୋଇଥାଏ। ଅଧା-ଖଣ୍ଡିଆ ନିଦ…

ଚୋପା ସହ ଖାଆନ୍ତୁ ଏହି ଫଳ, ମିଳିବ ଚମତ୍କାରୀ ଫାଇଦା

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି। ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି ।ଆଜି ଆମେ ଏନେଇ କିଛି ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ ଚୋପା ସହ କରିବା…

ରାତିରେ ଏପରି କରନ୍ତୁ ମହୁର ବ୍ୟବହାର, ସମସ୍ୟା ଦୂର ହେବା ସହ ଚମକିବ ତ୍ବଚା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ କୌଣସି ବ୍ୟକ୍ତି ନିଜର ସଠିକ୍ ଭାବେ ଧ୍ୟାନ ରଖିପାରୁ ନାହାନ୍ତି। ଏନେଇ ଦୈନନ୍ଦିନ ଜୀବନରେ ଅନେକ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡୁଛି। କିନ୍ତୁ ଆପଣ ଜାଣିଛନ୍ତି ସୁସ୍ଥ ଏବଂ ସୁନ୍ଦର ତ୍ବଚାର ଯତ୍ନ ପାଇଁ ସବୁଠାରୁ ସଠିକ୍ ସମୟ ହେଉଛି ରାତି। କାରଣ ଏହି…

ଗରମ ଦିନେ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ଆମ୍ବ, ମିଳିବ ଜବରଦସ୍ତ ଫାଇଦା

ଗରମ ଦିନେ ଆମ୍ବର ଅନେକ ଚାହିଦା ରହିଥାଏ। ଆମ୍ବ ଯେତିକି ସ୍ବାଦିଷ୍ଟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ, ଯାହା ଉଚ ରକ୍ତଚାପ ଠାରୁ ଆରମ୍ଭ କରି ପେଟ ସମସ୍ୟା ଭଳି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ।…

ଓଜନ ବଢିବା ସମସ୍ୟା ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏହି ପତ୍ର , ଏଥିରେ ଭରପୂର ରହିଛି ଅନେକ…

ସାରୁ ପରିବା ବିଷୟରେ ଆପଣ ସମସ୍ତେ ଅବଗତ ଥିବେ ନିଶ୍ଚୟ । ଯାହାକୁ ବିଭିନ୍ନ ସ୍ବାଦିଷ୍ଟ ତରକାରୀରେ ବ୍ୟବହାର କରାଯାଇଥାଏ । ଯେଉଁଥିରେ ଭରପୂର ପ୍ରୋଟିନ୍ ରହିଥାଏ । ତେବେ ଆପଣ କଣ ଜାଣିଛନ୍ତି ସାରୁପତ୍ର ବିଷୟରେ? ଯଦି ଜାଣିନାହାନ୍ତି ତେବେ ଜାଣି ରଖନ୍ତୁ କି ଏହି ସାରୁପତ୍ର ଅତ୍ୟନ୍ତ ଉପକାରୀ ।…

ଘର ପାଖରେ ରହିଥିବା ଏହି ଜଙ୍ଗଲୀ ଗଛର ରହିଛି ଅନେକ ଔଷଧିୟ ଗୁଣ, ଜାଣିଲେ ଆଜି ହିଁ କରିବେ ବ୍ୟବହାର

ଆମ ଘର ଚାରିପାଖରେ ଅନେକ ଗଛପତ୍ର ରହିଥାଏ। କିଛି ଗଛର ନାମ ଆମକୁ ଜଣାଥିବା ବେଳେ କିଛିର ଜଣାନଥାଏ। ଏପରି କିଛି ଗଛ ରହିଛି ଯାହାକୁ ଆମେ କେବଳ ଏକ ଜଙ୍ଗଲୀ ଗଛ ଭାବେ ଜାଣିଥାଉ। ସେହିପରି ଗଛର ନାମ ହେଉଛି ନାଗଫେଣୀ ଗଛ। ଏହା ଦେଖିବାକୁ ବହୁତ କଣ୍ଟାମୟ, ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ଅନେକ…

ତୁଳସୀ କ୍ଷୀର ପିଇଲେ ଦୂର ହେବ ଏହି ସବୁ ରୋଗ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ପ୍ରାୟତଃ ଲୋକମାନେ ଜାଣିଥାନ୍ତି କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ତୁଳସୀ କ୍ଷୀରର ଉପକାରିତା ବିଷୟରେ କହିବୁ ଯାହା ଜାଣିଲା ପରେ ଆପଣମାନେ ଆଜି ଠାରୁ କ୍ଷୀରରେ ତୁଳସୀ ପକାଇ ସେବନ କରିବା ଆରମ୍ଭ କରିବେ। ଜାଣନ୍ତୁ ତୁଳସୀ କ୍ଷୀର ପିଇବା ଦ୍ବାରା ଶରୀରରୁ…

ଅନେକ ଗୁଣରେ ଭରପୁର ଲାଉ, ଜାଣିଲେ ତୁରନ୍ତ କରିବେ ଖାଇବା ଆରମ୍ଭ

ସାଧାରଣତଃ ସବୁଜ ପନିପରିବା ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହାର ସେବନ ଶରୀରରେ ଉର୍ଜା ଜାତ କରିବା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଆଜି ଆମେ ପରିବା ଭାବେ ଖିଆଯାଇଥିବା ଲାଉର ଉପକାରୀତା ବିଷୟରେ କହିବାକୁ ଯାଉଛୁ। ଏହା ପେଟ ସଫା କରିବା ସହ ମେଦହ୍ରାସ କରିବାରେ ସହାୟକ…

ମାତ୍ର ୫ ଦିନ ଖାଅନ୍ତୁ ଓସ୍ତ ଗଛର ପତ୍ର ,କେବେ ହେବ ନାହିଁ ହୃଦଘାତର ସମସ୍ୟା

ପ୍ରକୃତିରେ ଏପରି ଅନେକ ଜିନିଷ ରହିଛି ଯାହା ଆମ ଶରୀର ସୁସ୍ଥ କରିବାରେ ଖୁବ ସହାୟକ ହୋଇଥାଏ। ଏସେଇ ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବୁ , ଯାହାର ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ୍ ପରି ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ସେହି ଗଛ ହେଉଛି ଓସ୍ତ ଗଛ। ଏହି ଗଛର ପତ୍ରର ୫ ଦିନ…

ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ଆଖି ଖରାପ ନ ହେଉ ତେବେ ସମୟ ପୂର୍ବରୁ ଏହି ୫ ଟିପ୍ସ ଉପରେ ରଖନ୍ତୁ ଧ୍ୟାନ

ଦିନ-ରାତି ଫୋନ, କମ୍ପ୍ୟୁଟର ଏବଂ ଟିଭିର ବ୍ୟବହାର ଦ୍ବାରା ଆଖି ଉପରେ ଖରାପ ପ୍ରଭାବ ପଡିଥାଏ। ଆଜିକାଲି ବଢ଼ୁଥିବା ପ୍ରଦୂଷଶ କାରଣରୁ ମଧ୍ୟ ଆଖିରେ ଧୂଳିକଣା, ବିଶାକ୍ତ ଧୂଆଁ ଦ୍ବାରା ପାଣି ଆସିବା ସମସ୍ୟା ଲୋକମାନଙ୍କ ମଧ୍ୟରେ ବଢ଼ିବାକୁ ଲାଗୁଛି। ଆପଣଙ୍କ ଆଖି ଦୁର୍ବଳ ନ ହେଉ ଏଥିପାଇଁ ଏହା ଉପରେ…

ଇନହେଲର ପାଖରେ ନାହିଁ ଆଉ ନିଃଶ୍ବାସ ନେବାରେ କଷ୍ଟ ହେଉଛି କି ?

ଅନେକ ସମୟରେ ହଠାତ୍ ଲୋକଙ୍କୁ ନିଃଶ୍ବାସ ନେବାରେ ବହୁତ କଷ୍ଟ ହୋଇଥାଏ। ନିଃଶ୍ବାସ ନେବାରେ ସମସ୍ୟା ବହୁତ କାରଣରୁ ହୋଇଥାଏ। ଦୁର୍ବଳ ଲାଗିବା, ସଂକ୍ରମଣ, ଚିନ୍ତା କିମ୍ବା କେତେଥର ମୋଟାପଣ କାରଣରୁ ମଧ୍ୟ ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ। ଅନେକ ସମୟରେ ନାକ ବନ୍ଦ ହୋଇଯିବା କାରଣରୁ ଶ୍ବାସ…