ମୋଟାପଣକୁ ନେଇ ଚିନ୍ତା କରୁଛନ୍ତି କି ? ଘରେ କରନ୍ତୁ ଏହି ସହଜ ଉପାୟ
ମୋଟାପଣକୁ ନେଇ ବହୁ ଲୋକ ଚିନ୍ତାରେ ପଡିଯାନ୍ତି । ଏହି ମୋଟାପଣ ସମସ୍ତଙ୍କ କ୍ଷେତ୍ରରେ ଦେଖାଦେଇଥାଏ । ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ଲୋକମାନଙ୍କ କ୍ଷେତ୍ରରେ ବି ଦେଖାଦେଇ ଥାଏ । ଖାସ୍ କରି ମୋଟାପଣକୁ ନେଇ ମହିଳାମାନେ ଅଧିକ ଚିନ୍ତିତ ହୁଅନ୍ତି । କାରଣ ଅଧିକାଂଶ ମହିଳାମାନେ ଜିମ୍…