ପୁରୁଷମାନେ ୬ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି କି, ତେବେ ହୃଦୟ ପାଇଁ ହୋଇପାରେ ଏହି କ୍ଷତି
ବର୍ତ୍ତମାନ ଦିନକୁ ଦିନ ହୃଦଘାତ ସମସ୍ୟା ବଢ଼ିବଢ଼ି ଚାଲିଛି । ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ମଧ୍ୟ ରହିଛି। ଯାହାକି ନ ଶୋଇବା ଦ୍ବାରା ହୋଇଥାଏ । ଶୋଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ଯଦି ପୁରୁଷମାନେ ୬…