ଭଉଣୀର ହଳଦୀ କାର୍ଯ୍ୟକ୍ରମରେ ନାଚୁଥିବାବେଳେ ସାନ ଭଉଣୀକୁ ଆସିଲା ହାର୍ଟଆଟାକ୍, ବନ୍ଦ ହେଲା ବାହାଘର
ଉତ୍ତରପ୍ରଦେଶ ମେରଠରେ ଘଟିଛି ହୃଦୟ ବିଦାରକ ଘଟଣା । ନିଜ ଭଉଣୀ ବାହାଘରରେ ନାଚୁଥିବା ବେଳେ ଚାଲିଗଲା ସାନ ଭଉଣୀ ଜୀବନ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତେ ନାଚୁଥିବା ବେଳେ ୧୯ ବର୍ଷୀୟ ଯୁବତୀଙ୍କୁ ହାର୍ଟଆଟାକ ଆସିଥିଲା । ଆଉ ଘଟଣା ସ୍ଥଳରେ…