Below header
Browsing Tag

heat wave in bhubaneswar

ଆକାଶରୁ ଅଗ୍ନିବର୍ଷା: ୧୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ, ସବୁଠୁ ଉତ୍ତପ୍ତ ସୋନପୁର

ଭୁବନେଶ୍ୱର (କେନ୍ୟୁଜ୍): ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ୧୨ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୩…

ଖରାରେ ସିଝୁଛି ଓଡ଼ିଶା: ସବୁଠୁ ଉତ୍ତପ୍ତ ସହର ସୋନପୁର! କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ…

ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ: ପଣା ସଂକ୍ରାନ୍ତି ଯାଏ ମିଳିବନି ନିସ୍ତାର, ତାପମାତ୍ରା ବୃଦ୍ଧି ଯୋଗୁ କାଳବୈଶାଖୀ…

ଭୁବନେଶ୍ବର(କେନ୍ୟୁଜ): ଲୁ’ ପ୍ରଭାବରେ ତାତୁଛି ଓଡ଼ିଶା । ପଣା ସଂକ୍ରାନ୍ତି ଯାଏ ତାତିରୁ ମିଳିବନି ନିସ୍ତାର । ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ । ପ୍ରଥମ ସପ୍ତାହରେ ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୧୧ ସହରର ତାପମାତ୍ରା ।…

ରାଜ୍ୟରେ ଆହୁରି କଲବଲ କରିବ ତାତି, ୪୧ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟରେ ଆହୁରି କଲବଲ କରିବ ତାତି। ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବଢିବ ପାରଦ । ବିଶେଷକରି ଆଭ୍ୟନ୍ତରୀଣ ଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ତାପମାତ୍ରା ବଢିପାରେ। ପଶ୍ଚିମ…

ଆସନ୍ତା ୧୪ ତାରିଖରୁ ଆହୁରି ବଢିବ ଖରା, ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଢୁଛି ତାତି । ଗତକାଲି ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ଆହୁରି ଟାଣ ଖରା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ । ରାଜ୍ୟରେ ୧୪ରୁ ୧୭ ତାରିଖ ମଧ୍ୟରେ ସାମୁଦ୍ରିକ ପବନ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ…

ମାଡ଼ି ଆସିଲାଣି ଖରା: ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ, ମାର୍ଚ୍ଚ ପହିଲା ସୁଦ୍ଧା ଛୁଇଁବ ୪୦ ଡିଗ୍ରୀ

ଭୁବନେଶ୍ବର: ମାଡ଼ି ଆସିଲାଣି ଖରା । ଆଗକୁ ଭୀଷଣ ତାତି ଆଣିପାରେ ଗ୍ରୀଷ୍ମ । ଦୁଇଦିନ ଧରି ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାର କରିଛି । ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଆସନ୍ତା ୨ରୁ ୩…

ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ , ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍) : ଟାଇଁ ଟାଇଁ ଖରା । ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ । ଗତକାଲି ଭୁବନେଶ୍ୱର ପାଲଟିଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ…