Browsing Tag

heavy hit

ତାତିରୁ ନାହିଁ ନିସ୍ତାର, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୁଣି ବଢିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର (କେନ୍ୟୁଜ): ୨୩ ଯାଏ ଭୀଷଣ ଗରମ। ରାଜ୍ୟକୁ ପୁଣି ଫେରିଛି ତାତି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୁଣି ବଢିବ ତାତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଭୁବନେଶ୍ୱରର ପାରଦ ୩୯ ରୁ ୪୦ ଡିଗ୍ରୀ ଛୁଇଁପାରେ । ଶୁକ୍ରବାର ସବୁଠୁ ଉତ୍ତପ୍ତ ସହର ଭାବେ ବୌଦ୍ଧ ଜିଲ୍ଲାରେ…