Browsing Tag

helicopter accident

ଆଜରବୈଜାନରେ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ଆଜରବୈଜାନର ରାଜଧାନୀ ବାକୁ ଠାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଅଧିକାରୀଙ୍କ କହିବା ଅନୁଯାୟୀ ଏକ ମିଲିଟାରୀ ହେଲିକପ୍ଟର ଟ୍ରେନିଙ୍ଗରେ ଥିବା ସମୟରେ କାଉକାସସ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।  ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଷ୍ଟେଟ ବର୍ଡ଼ର ସର୍ଭିସର…