Below header
Browsing Tag

helicopter shot

ଧୋନୀଙ୍କ ଭଳି ହେଲିକପ୍ଟର ସଟ୍‌ ମାରୁଛନ୍ତି ଆଫଗାନିସ୍ତାନର ଏହି ଖେଳାଳି, ଦେଖନ୍ତୁ ଭିଡିଓ

ସ୍କଟଲାଣ୍ଡ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ୍‌ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ କରିଥିଲା। ଅନୁଭବୀ ନଜୀବୁଲ୍ଲାହ ଜାଦରାନ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ବ୍ୟାଟିଂ ଯୋଗୁଁ ଟିମ୍‌ ସ୍କୋର ୧୯୦ ରନରେ ପହଞ୍ଚିଥିଲା। ଆଫଗାନିସ୍ତାନ ଟିମର ରହମନୁଲ୍ଲାହ ଗୁରବାଜ ଏମିତି…