Browsing Tag

hexa

ବନ୍ଦ ହୋଇପାରେ ଟାଟା ମୋଟର୍ସର ଏହି ଚାରିଟି କାର୍, ଜାଣନ୍ତୁ କାରଣ

ଆଟୋ ସେକ୍ଟରରୁ ଆସିଛି ବଡ଼ ଖବର । ଖୁବ୍ ଶୀଘ୍ର ବନ୍ଦ ହୋଇାପାରେ ଟାଟା ମୋଟର୍ସର ଚାରିଟି କାର । ୧ ଏପ୍ରିଲ ୨୦୨୦ରୁ ଲାଗୁ ହେବାକୁ ଥିବା ବିଏସ ୬ ଉତ୍ସର୍ଜନ ମାନଦଣ୍ଡକୁ ଆଖିଆଗରେ ରଖି କିଛି ବଡ଼ ବଡ଼ ଗାଡି କମ୍ପାନୀ ନିଜର ଅନେକ ଗାଡି ମଡେଲ ବନ୍ଦ କରିବାକୁ ଚାହୁଁଛନ୍ତି । ଟାଟା ମୋଟର୍ସ ମଧ୍ୟ…