ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ, ଲାଇଭ ଷ୍ଟ୍ରିମିଙ୍ଗ ବେଳେ ପରୀକ୍ଷାର୍ଥୀଙ୍କୁ ଧରିଲା AI…
ଭୁବନେଶ୍ୱର : ଆଜି ମାଟ୍ରିକ ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ । ଲାଇଭ ଷ୍ଟ୍ରିମିଂ ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କୁ AI କ୍ୟାମେରା ଧରିଥିଲା । ଏଆଇ କ୍ୟାମେରାର ଫୁଟେଜ ଆଧାରରେ ସଂପୃକ୍ତ ସେଣ୍ଟର୍ ସହ ଯୋଗାଯୋଗ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ। ସେଣ୍ଟର୍…