Browsing Tag

hike in india

ଲଗାତାର ଭାବେ ଚତୁର୍ଥ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ?

କ୍ରମାଗତ ଭାବେ ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଛି। ବୁଧବାର ଦିନ ପେଟ୍ରୋଲ ଦରରେ ଲିଟର ପିଛା ୪୦ ପଇସା ଏବଂ ଡିଜେଲ ଦରରେ ଲିଟର ପିଛା ୪୫ ପଇସା ବୃଦ୍ଧି ହୋଇଛି। ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ଦିଲ୍ଲୀରେ ପେଟ୍ରୋଲର…