ହିରୋସୀମା ବିଭୀଷିକାକୁ ୭୪ ବର୍ଷ, ଆଜିର ଦିନରେ ଜାପାନ ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା
ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ହିରୋସିମା ଦିବସ । ୧୯୪୫ ମସିହା ଆଜିର ଦିନରେ ଜାପାନର ହିରାସିମାରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା । ଆମେରିକାର ବୋଇଂ B-29ରୁ ନିକ୍ଷେପ ହେଲା ପରମାଣୁ ବୋମା ଲିଟିଲ ବଏ । ପରମାଣୁ ବୋମାର ବ୍ୟବହାର ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସବୁ ଅଙ୍କ ବଦଳି…