ଆମାଜନରେ Hiuawei Y9s ର ବିକ୍ରୀ ଆରମ୍ଭ, ଜାଣନ୍ତୁ କଣ ରହିଛି ଖାସିୟତ୍
ହୁୱାଇର ନୂଆ ସ୍ମାର୍ଟପୋନ Huawei Y9s ଆମାଜନ୍ ଇଣ୍ଡିଆରେ ବିକ୍ରୀ ପାଇଁ ଉପଲବ୍ଧ ହୋଇସାରିଛି। ଏହି ଫୋନର ସର୍ଭିସ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ କରାଯିବ କିନ୍ତୁ କଣ୍ଟେନମେଣ୍ଟ ଜୋନରେ ବର୍ତ୍ତମାନ ଡେଲିଭରି କରାଯାଇପାରିବ ନାହିଁ। ସୂଚନା ମୁତାବକ ଏହି ଧେପାଦନ ଗତ ୧୨ ମେ ରେ ଭାରତରେ ଲଞ୍ଚ…