Below header
Browsing Tag

holi tips

ହୋଲି ଖେଳରେ ଅବଲମ୍ବନ କରନ୍ତୁ ସତର୍କତା, ନଚେତ୍ ଭୋଗିପାରନ୍ତି ଅସୁବିଧା

ହୋଲି ପାଳନ ମଧ୍ୟରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ରସାୟନିକ ରଙ୍ଗ ନୁହେଁ ପ୍ରାକୃତିକ ରଙ୍ଗ ବା ହର୍ବାଲ ହୋଲିରେ ରଙ୍ଗ ଖେଳିବା ଜରୁରୀ। ଏଥିସହ କେତେକ ସାବଧାନତା ମଧ୍ୟ ଜରୁରୀ । ହୋଲି ଖେଳିବା ପୂର୍ବରୁ ଶରୀରରେ ନଡ଼ିଆ କିମ୍ବା ସୋରିଷ ତେଲ ଲଗାଇବା ଆବଶ୍ୟକ। ଶୁଷ୍କ…

ହୋଲି ଦିନ ଏହି ବାସ୍ତୁ ନିୟମ ଗୁଡିକୁ ନିଶ୍ଚିତ ପାଳନ କରନ୍ତୁ, ଘରେ ବଢ଼ିବ ସୁଖ ସମୃଦ୍ଧି

ଦେଶ ବ୍ୟାପି ରଙ୍ଗର ପର୍ବ ହୋଲିକୁ ଖୁବ ଜାକଯମକର ସହ ପାଳନ କରାଯାଉଛି । ଚଳିତ ଥର ଏହି ଶୁଭ ଦିନ ମାର୍ଚ୍ଚ ୧୮ ତାରିଖ ଅର୍ଥାତ ଶୁକ୍ରବାର ପଡୁଛି । ଏହି ଦିନ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଶୁଭକାମନା ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଅନୁଯାୟୀ, ଏହି ଶୁଭ ଦିନରେ କିଛି ବିଶେଷ ବାସ୍ତୁର…

କପଡ଼ାରେ ଯଦି ଲାଗିଯାଏ ହୋଲି ରଙ୍ଗ, ତ ଏହି ସହଜ ଟିପ୍ସ ଆପଣାଇ ହଟାନ୍ତୁ ଦାଗ

ହୋଲି ଏମିତି ଏକ ପର୍ବ, ଯାହାକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ପରସ୍ପରକୁ ଅବିର ବୋଳି ଆଲିଙ୍ଗନ କରନ୍ତି। ରଙ୍ଗର ପର୍ବ ହୋଲିକୁ ନେଇ ଏବେଠୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି, ହୋଲି ଖେଳିବା ବେଳେ ଅଧିକାଂଶ ଲୋକ ପୁରୁଣା କପଡ଼ା ପିନ୍ଧିଥାଆନ୍ତି। ରଙ୍ଗ…

କେମିତି ଖେଳିବେ ସୁରକ୍ଷିତ ହୋଲି? ଜାଣନ୍ତୁ କରୋନା ଠାରୁ ନିଜକୁ ଦୂରେଇ ରଖିବାର ଉପାୟ

କରୋନା ଭାଇରସର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହେବାକୁ ଚାହୁଁନାହାନ୍ତି। ଏମିତିରେ ଅନୁମାନ କରାଯାଉଛି ଯେ ଏହି ଜୀବନନାଶକ ଭାଇରସର ପ୍ରକୋପ ହୋଲିରେ ଅଧିକ ବଢ଼ିପାରେ। ହୋଲିରେ ଗୋଟିଏ ଜାଗାରେ ଲୋକମାନେ ଏକାଠି ହୁଅନ୍ତି ଆଉ ଏଥିରେ ପାଣିର ଖୁବ୍‌…

ହୋଲିରେ ଗର୍ଭବତୀ ମହିଳା ରୁହନ୍ତୁ ସାବଧାନ, ଏହି ୫ଟି କଥା ଉପରେ ରଖନ୍ତୁ ଧ୍ୟାନ

ଗର୍ଭବତୀ ମହିଳାଙ୍କ ଇମ୍ୟୁନିଟି ଅନ୍ୟ ଲୋକଙ୍କ ତୁଳନାରେ ଦୁର୍ବଳ ହୋଇଥାଏ। ଏଥିରେ ରୋଗ ଏବଂ ଇନ୍‌ଫେକ୍ସନର ଭୟ ଅଧିକ ରହିଥାଏ। ପ୍ରେଗନାନ୍ସି ସମୟରେ ଆପଣଙ୍କ ସ୍କିନ୍‌ ମଧ୍ୟ ବହୁତ ସେନ୍ସିଟିଭ ହୋଇଥାଏ। ତେଣୁ ହୋଲିରେ କେମିକାଲଯୁକ୍ତ ରଙ୍ଗ ଖେଳିଲେ, ଏହା ଆପଣଙ୍କ ଗର୍ଭରେ ବଢ଼ୁଥିବା ପିଲାକୁ…

ହୋଲି ରଙ୍ଗର କୁପ୍ରଭାବରୁ କେଶକୁ ସୁରକ୍ଷିତ ରଖିବାକୁ ଆପଣାନ୍ତୁ ଏସବୁ ଟିପ୍ସ

ହୋଲି ଅର୍ଥାତ୍‌ ରଙ୍ଗ ଖେଳ, ମଜାମସ୍ତି, ଖାଇବାପିଇବା ତଥା ଉତ୍ସବର ମାହୋଲ। ହୋଲି ଦିନ ଚାରିଆଡ଼େ ରଙ୍ଗ ହିଁ ରଙ୍ଗ ଦେଖିବାକୁ ମିଳେ। ଏହି ଦିନ ପରିବେଶ ରଙ୍ଗୀନ ହୋଇଯାଏ। କିନ୍ତୁ ବେଳେ ଅସାବଧାନତାବଶତଃ ହୋଲିରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପରସ୍ପରକୁ ରଙ୍ଗ ଲଗାଇବା…