ଗ୍ରୀଷ୍ମରେ ଶିଶୁଙ୍କୁ ଏହି ୨ଟି ତେଲରେ ମାଲିସ୍ କରନ୍ତୁ, ସ୍କିନ୍ ଆଲର୍ଜିରୁ ମିଳିବ ମୁକ୍ତି
ଶିଶୁମାନଙ୍କର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ । ସାମାନ୍ୟ ଅସାବଧାନତା ମଧ୍ୟ ସେମାନଙ୍କୁ ଶୀଘ୍ର ଅସୁସ୍ଥ କରିପାରେ । ବିଶେଷକରି ଏହି ଗରମରେ ପିଲାମାନଙ୍କର ବିଶେଷ ଯତ୍ନ ନେବା ଉଚିତ । ଯେପରି କି ସେମାନଙ୍କର ସ୍କିନ୍ ଏତେ ସୂକ୍ଷ୍ମ ଏବଂ ନରମ ଯେ ସାମାନ୍ୟ ଖରାରେ ମଧ୍ୟ ସେମାନେ…