Browsing Tag

Home Ministers’ Contemplation

ଆଜିଠୁ ହରିଆଣାରେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିର: ଯୋଗଦେବେ ସବୁ ରାଜ୍ୟର ଗୃହମନ୍ତ୍ରୀ, ପୋଲିସ ଡିଜି

କେନ୍ୟୁଜ୍(ବ୍ୟୁରୋ):  ଆଜି ଗୃହମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସମ୍ମିଳନୀ । ହରିଆଣାର ସୂରଜକୁଣ୍ଡରେ ସବୁ ରାଜ୍ୟର ଗୃହମନ୍ତ୍ରୀ ଓ ପୋଲିସ ଡିଜିଙ୍କ ଦୁଇ ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ସମ୍ବୋଧନ କରିବେ । ଏଥିରେ…