Below header
Browsing Tag

homemade cake

ଆଜି ନିଜ ହାତରେ କେକ ବନାଇ ମାଆଙ୍କୁ ଦିଅନ୍ତୁ ସରପ୍ରାଇଜ, କରନ୍ତୁ କିଛି ସ୍ପେଶାଲ

ଆଜି ମା ପାଇଁ ଦିନଟିଏ ଅର୍ଥାତ ମାତୃ ଦିବସ। ଆଜି ଦିନଟି ମାଆର ସମର୍ପଣକୁ ଦର୍ଶାଇଥାଏ। ଯେତେ ବି ମାଆଙ୍କ ପାଇଁ କଲେ ମଧ୍ୟ ଆଜି ଭଳି ଦିନରେ କିଛି ସ୍ପେଶାଲ କରିବା ଦରକାର। ଲକଡାଉନ ପାଇଁ କେକ ଆଣିବାକୁ ବାହାରକୁ ଯାଇପାରିବେନାହିଁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କେକ ରେସିପି।…