ନୂଆ Honda CBR650R ଭାରତରେ ହେଲା ଲଞ୍ଚ, Auto Expo ୨୦୨୫ ରେ ମଧ୍ୟ ହେବ ପ୍ରଦର୍ଶିତ
Honda ଟୁ-ହୁଇଲର 2025 Honda CBR650R କୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ଏହା ସହିତ କମ୍ପାନୀ ଏହାକୁ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ମଧ୍ୟ ଉପସ୍ଥାପନା କରିବାକୁ ଯାଉଛି । ଏହାକୁ ଅଧିକ sporty ଲୁକ୍ ସହିତ ଆକର୍ଷଣୀୟ ଗ୍ରାଣ୍ଡ ପ୍ରିକ୍ସ ରେଡ୍ କଲୱେ ସହିତ ଅଣାଯାଇଛି ।…