Below header
Browsing Tag

honda civic

ଫେଷ୍ଟିଭ ସିଜିନରେ କାର କିଣିଲେ ମିଳୁଛି ଜବରଦସ୍ତ ଅଫର, Honda କାରରେ ମିଳୁଛି ଅଢେଇ ଲକ୍ଷ ଟଙ୍କାର ଡିସକାଉଣ୍ଟ

ଫେଷ୍ଟିଭ ସିଜିନ ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କୁ ଆତ୍କଷ୍ଟ କରିବା ପାଇଁ ବିଭିନ୍ନ ଅଟୋ କମ୍ପାନୀ ଏବେ ଭିନ୍ନ ଭିନ୍ନ ଅଫର ଦେଉଛନ୍ତି। ଗତ କିଛି ଦିନ ହେଲାଣି ଦେଶର ପ୍ରାୟ ବଡ ବଡ ଅଟୋ କମ୍ପାନୀ ରିହାତି ଏବଂ ଅଫର ଘୋଷଣା କରିଛନ୍ତି। ଏବେ ହୋଣ୍ଡା ମଧ୍ୟ ନିଜ କାର କିଣିବାରେ ଗ୍ରାହକଙ୍କୁ ବଡ ଅଫର…

୫ ବର୍ଷ ପରେ ଭାରତକୁ ଆସୁଛି ହୋଣ୍ଡାର ଏହି କାର, ମାର୍ଚ୍ଚ ୭ରେ ହେବ ଲଞ୍ଚ

ହୋଣ୍ଡାର ଲୋକପ୍ରିୟ ସେଡାନ କାର ପୂରା ୫ ବର୍ଷ ପରେ ଭାରତୀୟ ବଜାରକୁ ପୁଣି ଥରେ ଆସିଛି। ଯାହାକୁ କମ୍ପାନୀ ୭ ମାର୍ଚ୍ଚରେ ଲଞ୍ଚ କରିପାରେ। ହୋଣ୍ଡା ଲଞ୍ଚ ପୂର୍ବରୁ ହିଁ ଏହାର ବୁକିଂ ଆରମ୍ଭ କରିଦେଲାଣି। ସିଭିକକୁ ୨୦୧୩ରେ ବନ୍ଦ କରିଦିଆଯାଇଥିଲା। ଏହି ଗାଡି ହୋଣ୍ଡାର ସବୁଠାରୁ ଅଧିକ ବିକ୍ରି…