ବାହାଘରରେ ଦାମୀ ଗିଫ୍ଟ ଦେବେ କହି ଭଉଣୀକୁ ଚୂନା ଲଗାଇଲେ ଭାଇ, ପୂରା କାହାଣୀ ଜାଣିଲେ ମୁଣ୍ଡ ହୋଇଯିବ ଗୋଲ୍
ସାଇବର ଫ୍ରଡ୍ ବନିଲା ଧରମ ଭାଇ…ଭାଇ ଭାଇ କହି ପୋତି ପକାଉଥିଲ ଭଉଣୀ...କିନ୍ତୁ ସେ ଭାଇ ନଥିଲା ଥିଲା ଲୁଟେରା…ବାହାଘରରେ ଦାମୀ ଗିଫ୍ଟ ଦେବେ କହି ଠକିଦେଲେ ୩ ଭାଇ। କହିଥିଲେ ବାହା ହେଲେ ଦୁନିଆର ସବୁଠୁ ଦାମୀ ଉପହାର ଦେବେ। ହେଲେ ଲଗାଇଦେଲେ ଚୂନା। ଦାମୀ ଗିଫ୍ଟ ଦେବାକୁ କହି ଲୁଟିନେଲେ ୨ଲକ୍ଷ ଟଙ୍କା। ସଲମା ନାମକ ଜଣେ ଯୁବତୀଙ୍କଠୁ ୩ ଅଭିଯୁକ୍ତ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ବି ରୁଜୁ ହୋଇଛି।…
Read More...