Browsing Tag

hostel warden arrested

ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ମାଡ଼ ମାରିବା, ଅଭିଯୁକ୍ତ ହଷ୍ଟେଲ ଓ୍ଵାର୍ଡେନ୍‌କୁ ଗିରଫ କରି କୋର୍ଟ ଚାଲାଣ

ଭୁବନେଶ୍ୱର: ଛାତ୍ରଙ୍କୁ ପିଟିଲେ, ଏବେ ବନ୍ଧା ହେଲା। ଦେଖନ୍ତୁ ଏହି ଚେହେରାକୁ। ନାମ ବିଶ୍ୱରଞ୍ଜନ ରଣା ଓରଫ ପପୁନ୍‌। ଭୁବନେଶ୍ୱର ଗାନ୍ଧୀ ଯୁକ୍ତ ଦୁଇ ବିଜ୍ଞାନ କଲେଜର ହଷ୍ଟେଲ ଓ୍ଵାର୍ଡେନ୍‌। ତିନି ଜଣ ଛାତ୍ରଙ୍କୁ ଅତି ଅମାନୁଷିକ ଭାବରେ ପିଟିବା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି…