Below header
Browsing Tag

house collapsed

ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଘର, ଭାଇରାଲ ହେଉଛି ଭିଡିଓ

ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଘର । ଭାଇରାଲ ଭିଡିଓରେ ଏକ ଘର ଭୁଶୁଡ଼ି ପଡ଼ି ଦୁଇ ଫାଳ ହୋଇଯାଇଛି । ଆପଣ ନିଶ୍ଚତ ଭାବୁଥିବେ ଯେ ଭୂମିକମ୍ପ ପାଇଁ ଘରଟି ହୁଏତ ଭୁଶୁଡ଼ି ପଡ଼ିଥିବ । କିନ୍ତୁ ଏ ଘର ଭୁଶୁଡ଼ିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଭଳି ଅଭାବନୀୟ ଘଟଣା ପୁଡୁଚେରୀର ଅଟ୍ଟୁପଟି…

ବିଳମ୍ବିତ ରାତିରେ ଭୁଶୁଡିଲା ୨ ମହଲା କୋଠା : ୨ ମୃତ , ୫ ଗୁରୁତର

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଭିୱାଣ୍ଡି ଅଞ୍ଚଳରେ ଏକ ଦୁଇମହଲା କୋଠା ଭୁଶୁଡି ପଡିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅଧିକାରୀମାନେ…

ଘରେ ଶୋଇଥିବା ବେଳେ ଭୁଶୁଡି ପଡିଲା ନିର୍ମାଣାଧୀନ କୋଠା, ୪ ମୃତ

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ବି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଅନେକ ଧନଜୀବନ ହାନି ହୋଇଥିବା ବେଳେ ଏବେ ଆଉ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଉତ୍ତରପ୍ରଦେଶ ବୁଲନ୍ଦସହରର ଜନପଦର ନରସେନା ଥାନା ଅନ୍ତର୍ଗତ ଏକ ପୁରୁଣା କୋଠାର ଛାତ ଭୁଶୁଡି ପଡିଛି । ଏହି ଘଟଣାରେ ୫ ପିଲା…

ଯାଜପୁର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ତାସ୍‌ ଭଳି ଭୁଶୁଡି ଭାସିଗଲା ଦୁଇ ମହଲା ଘର

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍। ଜିଲ୍ଲାର ୧୦ଟି ବ୍ଲକ ପ୍ରଭାବିତ ହୋଇଛନ୍ତି। ତା ମଧ୍ୟରୁ ଯାଜପୁର ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ବ୍ଲକର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀରେ ଭାସିଗଲା ଦୁଇ ମହଲା ଘର । ତାସ୍‌ ଭଳି ଘରଟି ଭୁଶୁଡି ପଡି ନଦୀ ଗର୍ଭରେ…

ଉତ୍ତରାଖଣ୍ଡର: ପିଥୋରାଗଡ଼ ନଛାନି ଅଞ୍ଚଳରେ ଭୁଶୁଡ଼ିଲା ୩ଟି କୋଠା, ୨ମୃତ

ପିଥୋରାଗଡ଼: ପ୍ରବଳ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ନଛାନି ଅଞ୍ଚଳରେ ୩ଟି କୋଠା ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ…