Below header
Browsing Tag

House destroyed

ନବରଙ୍ଗପୁର: ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ

ନବରଙ୍ଗପୁର କେନ୍ୟୁଜ):  ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ । କିନ୍ତୁ ସୌଭାଗ୍ୟବଶତଃ ବାର୍ତ୍ତିଗଲେ ପରିବାରର ସମସ୍ତ ପାଞ୍ଚ ସଦସ୍ୟ । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ପୌର ପରିଷଦ ଅଧିନ କେନାଲ ସାହିରେ । ଗତ କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ…