ରୁମ୍ ହିଟର ଛାଡ଼ନ୍ତୁ, ଶୀତଦିନେ ଏହି ୫ଟି ଉପାୟରେ ଘର ଭିତର ରଖନ୍ତୁ ଉଷୁମ
ଶୀତଦିନେ ଥଣ୍ଡା ଘରେ ରହିବା ଆପଣଙ୍କ ପାଇଁ ଆଦୌ ହିତକର ନୁହେଁ। ତେଣୁ ଯେତେ ସମ୍ଭବ ଆପଣ ଘର ଭିତରେ ଗରମ ବଜାୟ ରଖନ୍ତୁ। ଅନେକ ଲୋକ ରୁମ୍ ହିଟର ଦ୍ୱାରା ନିଜ ବେଡ୍ରୁମ କିମ୍ବା ପୂରା ଘରକୁ ଗରମ ରଖିଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ରୁମ୍ ହିଟର ବ୍ୟତୀତ ଅଲଗା କିଛି ଉପାୟ କହିବାକୁ…