ଲିକ୍ ହୋଇଗଲା ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ୍ ୪ ର କାହାଣୀ , ଖୁବ୍ ମଜାଦାର ନଓ୍ଵାଜୁଦ୍ଦିନଙ୍କ ଚରିତ୍ର
ଅାସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ହାଉସଫୁଲ୍ ୪ । ହେଲେ ପରଦାକୁ ଅାସିବା ପୂର୍ବରୁ ଲିକ୍ ହୋଇସାରିଲାଣି ଫିଲ୍ମର କାହାଣୀ । ଶୁଣିବାକୁ ମିଳିଛି ଫିଲ୍ମଟି ପୁର୍ନଜନ୍ମ ଉପରେ ଅାଧାରିତ । ଏଥିରେ ଅକ୍ଷୟ କୁମାର ଏବଂ ବବି ଦେଓଲଙ୍କର ଦୁଇଟି ଜନ୍ମ ଦେଖାଯାଇଛି ।
ଇଣ୍ଟରଭାଲ୍ ପୂର୍ବରୁ ଫିଲ୍ମର…