Browsing Tag

huge respect for the driver

ବସ୍ ଉପରେ ଆକ୍ରମଣ କରୁଥିଲା ହାତୀ, ଡ୍ରାଇଭର ଉପସ୍ଥିତ ବୁଦ୍ଧି ଯୋଗୁଁ ଶାନ୍ତ ହୋଇ ଫେରିଗଲା ହାତୀ

ଲୋକମାନେ ହାତୀ ମାନଙ୍କର ମଜାଳିଆ ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବେଳେବେଳେ ହାତୀମାନେ ମଣିଷ ମାନଙ୍କ ପାଇଁ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଥାନ୍ତି । ଠିକ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଯାତ୍ରୀ ପୂର୍ଣ୍ଣ ବସ୍ ଉପରେ ଆକ୍ରମଣ…