Browsing Tag

human skull

ଶାନ୍ତିରେ ଶୋଇବା ପାଇଁ ମୃତ ମଣିଷର ଖପୁରୀକୁ କରି ଦିଅନ୍ତି ତକିଆ, ‘ହେଡ୍‌ ହଣ୍ଟିଙ୍ଗ୍‌’ ପାଇଁ ବିଶ୍ୱରେ ଖ୍ୟାତ ଏହି…

ପଶ୍ଚିମ ଆଫ୍ରିକାରେ ରହୁଥିବା କେତେକ ଜନଜାତିଙ୍କ ନୀତି ନିୟମ ବହୁତ ଅଜବ ପ୍ରକାରର। ନ୍ୟୁ ଗିନି ଦ୍ୱୀପରେ ରହୁଥିବା ଅସ୍ମତ୍‌ ଜନଜାତି ନିଜର କ୍ରୁର ପ୍ରଥାକୁ ନେଇ ସାରା ବିଶ୍ୱରେ ଖ୍ୟାତ। ଏହି ଜନଜାତି ନ୍ୟୁ ଗିନି ଦ୍ୱୀପର ପଶ୍ଚିମ ଭାଗର ଦକ୍ଷିଣ ଆଡ଼କୁ ଏବଂ ସମୁଦ୍ର ନିକଟସ୍ଥ ମେଁଗ୍ରୋବ୍‌…

ସୋର : ମାଛ ଧରୁ ଧରୁ ନଜରରେ ପଡ଼ିଲା ମଣିଷ ଖପୁରୀ, କିଏ ମାରିଛି ନା ଆଉ କିଛି ତାକୁ ନେଇ ଚାଲିଛି ଚର୍ଚ୍ଚା?

ସୋର (କେନ୍ୟୁଜ୍‌): ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମହରାଜ ପଞ୍ଚାୟତ ଚତର ପୋଲ ନିକଟରେ ସ୍ଥାନୀୟ ଗ୍ରାମଵାସୀ ମାଛ ଧରୁଥିଲେ । ଆଉ ନଜରକୁ ଆସିଲା ମଣିଷ ଖପୁରୀ । ପୋଲ ନିକଟରେ ଏକ ପୁରୁଣା ପଙ୍କ ଲାଗିଥିବା ମଣିଷ ଖପୁରୀ ପଡିଥିଵାର ଦେଖିଲେ ସେମାନେ। ଏହା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା ଓ…