Browsing Tag

hunter killed

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଗଲା ଦୁଇ ଶିକାରୀଙ୍କ ଜୀବନ

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ରେଞ୍ଜ ଗଣ୍ଡିସର ସେକ୍ସନ ପିପଳମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଗଲା ଦୁଇ ଶିକାରୀଙ୍କ ଜୀବନ । ମୃତକ ହେଲେ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରମ୍ଭିକଟା ଗ୍ରାମର କଇରା ବାଘ । ସୂଚନା ଅନୁଯାୟୀ ଆଜି ବାରହା…